ଆଗାମୀ ୧ ଜାନୁଆରୀ ଠାରୁ ଓଡ଼ିଶା ଜନତା ପାର୍ଟିର ଆଧିକାରିକ ୱେବସାଇଟ ଓ ଡିଜିଟାଲ ପ୍ଲାଟଫର୍ମ ସାର୍ବଜନୀନ ଭାବେ ଉପଲବ୍ଧ ହେବ।ଏହା ଜନତା ସହ ଖୋଲା, ପାରଦର୍ଶୀ ଓ ସିଧାସଳଖ ସଂଯୋଗର ଏକ ନୂଆ ଆରମ୍ଭ।