ଆମ ସମ୍ପର୍କରେ
ଜନତାର ସ୍ୱରରୁ ଜନତାର ଆନ୍ଦୋଳନ
ଓଡ଼ିଶା ଜନତା ପାର୍ଟି (Odisha Janata Party) ହେଉଛି ଓଡ଼ିଶାର ସାଧାରଣ ଲୋକମାନଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାକୁ ଏକତ୍ର କରିବାର ଏକ ସଚେତନ ପ୍ରୟାସ। ଆମେ ଲୋକଙ୍କ ସହ ଥିବା, ଲୋକଙ୍କ କଥା ଶୁଣିବା ଓ ଲୋକହିତରେ କାମ କରିବାର ଆଦର୍ଶକୁ ଆଧାର କରି ଆଗକୁ ବଢ଼ୁଛୁ।